Fri. May 17th, 2024

ଜାନୁଆରୀ 1ରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ ବ୍ୟବସ୍ଥା, ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି

By amfnews Dec 27, 2020 #Featured
173 Views

ନୂଆଦିଲ୍ଲୀ, ଡିସେମ୍ବର 27 : ଜାନୁଆରୀ 1 ତାରିଖରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ ବ୍ୟବସ୍ଥା  । ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ, ନ ହେଲେ ମାଲିକଙ୍କ ନାଁରେ କଟାଯିବ ଇ -ଚାଲାଣ । ଫାସଟ୍ୟାଗ ନ ଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି  ।

ଗାଡି ଫାସଟ୍ୟାଗ ବ୍ୟବସ୍ଥା ନଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ ମନା କରାଯାଇଛି  । ଫାସଟ୍ୟାଗ ନଥିଲେ ଗାଡି ମାଲିକଙ୍କ ଘରକୁ 2 ଗୁଣ ଫାଇନ ବା ଇ –ଚାଲାଣ ପଠାଯିବ  । ଅନେକ ଗାଡି ଫାସଟ୍ୟାଗ କରି ନଥିବାରୁ ନଗଦ କାରବାର କରୁଛନ୍ତି  । ତାହା ବନ୍ଦ ହେବ  । ଜାନୁଆରୀ 1 ତାରିଖରୁ ଟୋଲପ୍ଲାଜା ଭିତରେ ପ୍ରବେଶ କରିବା ପାଇଁ ଫାସଟ୍ୟାଗ ବ୍ୟବସ୍ଥା  ବାଧ୍ୟତାମୂଳକ ହେବ ।

By amfnews

Related Post