Sat. Oct 17th, 2026

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

320 Views

ଯାଜପୁର ଟାଉନ,ଅକ୍ଟୋବର ୨୬: ସ୍ଥାନୀୟ ପ୍ରହରାଜପୁର ଗ୍ରାମରେ ଜଣେ ଯୁକ୍ତଦୁଇ କଲେଜ ଛାତ୍ରୀଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ଏନେଇ ଟାଉନ୍ ଥାନାରେ ପରିବାର ଲୋକେ ଖବର ଦେବା ପରେ ପୁଲିସ ୨୭୭/୧୮ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚିଛି। ଛାତ୍ରୀଙ୍କ ନାମ ରଶ୍ମିତା ପ୍ରିୟଦର୍ଶନୀ ସାହୁ। ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି।

By amfnews

Related Post