Sun. May 5th, 2024

ଗରୀବ କୁଡିଆରେ ରୁଦ୍ରପାଣି

195 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ବଉଳପୁର ପାଟଣା ଓ ବଉଳପୁର ଗ୍ରାମକୁ ପୂର୍ବତନ ସାଂସଦ  ତଥା ବିଜେପିର ବରିଷ୍ଠ ନେତା  ରୁଦ୍ର ନାରାୟଣ ପାଣି ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇଥିଲେ ।

ଏହି ଗସ୍ତ ବେଳେ ଗ୍ରାମବାସୀମାନଙ୍କର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ସ୍ୱଚ୍ଛ ଭାରତ ଯୋଜନାରେ ହୋଇଥିବା ପାଇଖାନା ନିର୍ମାଣ,ପାନୀୟ ଜଳସଙ୍କଟ,ହାତୀ ଉପଦ୍ରବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଜନୈକ ଗରୀବ ଗ୍ରାମବାସୀ ମହିଳାଙ୍କ ଘର ପିଣ୍ଡାରେ ବସି ତାଙ୍କ ସହିତ ଆଲୋଚନା କରିବା ବେଶ୍ କୌତୁହଳ ସୃଷ୍ଟି ହେଇଥିଲା । ଗରୀବଙ୍କ ପାଇଁ ସର୍ବଦା ତାଙ୍କ ଦଳ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

Related Post