Sun. May 5th, 2024

କୁଟିଆ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଆଗେଇ ଆସନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

rout.subhashree22@gmail.com' By Subhashree Rout Apr 10, 2018 #Featured
256 Views

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସୋମବାର କୁଟିଆ ଗସ୍ତ କରିଥିଲେ । କୁଟିଆକୁ ଯାଇ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟ ସବୁର ସମୀକ୍ଷା କରିଥିଲେ । କୁଟିଆପୁଞ୍ଜର ବିକାଶ ପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କି କୁଟିଆର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି, ତେଣୁ ରାଜ୍ୟ କଣ କରିବ ଓ କେନ୍ଦ୍ର କଣ କରିବ ତାହା ସ୍ଥିର କରିବାର ଅଛି । ଧର୍ମେନ୍ଦ୍ରଙ୍କ କୁଟିଆ ଗସ୍ତକୁ ଏକ ରାଜନୈତିକ ଯୋଜନା ବୋଲି କହିଛି ବିଜେଡି ଓ କଂଗ୍ରେସ ।

Related Post