Sun. Oct 4th, 2026

କଂଗ୍ରେସ ହାତରୁ ଖସିଲା ଆଉ ଏକ ବଡ଼ ରାଜ୍ୟ

316 Views

ନୂଆଦିଲ୍ଲୀ  : କର୍ଣ୍ଣାଟକା ବିଧାନସଭାରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍ ହରାଇବା ପରେ ଦେଶରେ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଛି। ଏବେ ଦେଶର ୪ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ଏବଂ ଗୋଟିଏ କେନ୍ଦ୍ର ରାଜ୍ୟ ପୁଡ଼ୁଚେରୀରେ କଂଗ୍ରେସ ସରକାର ରହିଛି।
ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏବେ କର୍ଣ୍ଣାଟକା କଂଗ୍ରେସ ହାତରୁ ଖସିଯିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଏବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶର ୧୬ଟି ରାଜ୍ୟରେ କ୍ଷମତାରେ ରହିଛି।

By amfnews

Related Post