Tue. May 21st, 2024

ଏସଟିଏଫ ଡିଆଇଜି ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି

By amfnews Feb 21, 2021 #Featured
339 Views

ଭୁବନେଶ୍ୱର, ଫେବୃଆରୀ ୨୧ : ଏସଟିଏଫ ଡିଆଇଜି ଶ୍ରୀ ଜୟନାରାୟଣ ପଙ୍କଜ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି । ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଯେଉଁଥିଲେ ଜେଏନ୍ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇ ଭାବରେ ଦାୟିତ୍ୱ ତୁଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୦୫ ବ୍ୟାଚର ଏହି ଆଇପିଏସ୍ ଅଫିସର ଏବେ ଅତିରିକ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ଭାବରେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି ।

By amfnews

Related Post