Wed. Sep 16th, 2026

ଏଥର ୯୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ, ଓଡ଼ିଶାର ଡି ପ୍ରକାଶ ରାଓ, ଦୈତାରୀ ନାୟକ ଓ କମଳା ପୂଜାରୀ ପାଇବେ ଏହି ସମ୍ମାନ

572 Views

ସେହିଭଳି ବଲିଉଡର ଜଣାଶୁଣା କଳାକାର କାଦର ଖାନ୍‌, ଅଭିନେତା ମନୋଜ ବାଜପେୟୀ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କୋରିଓଗ୍ରାଫର ପ୍ରଭୁ ଦେବା, କ୍ରିକେଟର ଗୌତମ ଗମ୍ଭୀର, ଗାୟକ ଶଙ୍କର ମାଧବନ, ରେସଲର ବଜରଙ୍ଗ ପୁନିଆ ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

By amfnews

Related Post