Wed. May 15th, 2024

ଆସାମରେ ପୁଣି ଭୁମିକମ୍ପ

By amfnews Apr 30, 2021
98 Views

ନୁଆଦିଲ୍ଲୀ,ଏପ୍ରିଲ୨୯ ; ଆଜି ଆସାମର ସୋନତିପୁରରେ ପୁଣି ଭୁମିକମ୍ପ ଅନୁଭୁତ ହୋଇଛି । ଅପରାହ୍ନ ୪.୧୭ ମିନଟ ସମୟରେ ୩.୩ ତିବ୍ରତାର ଭୁମିକମ୍ପ ସୋନତିପୁରରେ ସଂଘଟିତ ହୋଇଛି । ଆଜିର ଭୁମିକମ୍ପ ଗତକାଲୀର ପରେ ଭୟାଭୟ ଭୁମିକମ୍ପ ଯାହା ୬.୪ ତିବ୍ରତାରେ ସଂଘଟିତ ହୋଇଥିଲା । ଏହା ପ୍ରଭାବରେ ବିଭିନ୍ନ ଅଂଚଳରେ ଘରଦ୍ୱାର କ୍ଷତିଗ୍ରସ୍ଥ ହେବା ସହିତ କିଛି ଲୋକ ଅହାତ ହୋଇଥିଲେ । 

ସରକାରଙ୍କ ପକ୍ଷରୁ ତୁରନ୍ତ ଦିଆଯାଇଥିବା ରିପୋର୍ଟରେ କୋଣଷି ମୃତହାତର ସୂଚନା ନଥିଲା ବେଳେ ତିନ୍ଖକ୍ସଚ୍ଚ ଗୁରୁତର ଆହାତ ହୋଇଥିଲେ । ଏହାର ପ୍ରଭାବ ଗତକାଲି ପ୍ରୟତ ଉତର ପୁର୍ବ ରାଜ୍ୟ ମାନଙ୍କରେ ଦେଖାଯାଇଥିଲା ।

By amfnews

Related Post