Mon. Sep 14th, 2026

ଡାକ୍ତର କୁଳମଣି ସାମଲ ଲୋକସଭା ଏମ୍‌ପିଲାଡ୍‌ କମିଟିର ସଦସ୍ୟ ମନୋନୀତ

282 Views

ନୂଆଦିଲ୍ଲୀ : ଡାକ୍ତର କୁଳମଣି ସାମଲ ଲୋକସଭା ଏମ୍‌ପିଲାଡ୍‌ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ବାଚସ୍ପତିି ସୁମିତ୍ରା ମହାଜନ କୁଳମଣିଙ୍କୁ ଏମ୍‌ପିଲାଡ୍‌ କମିଟି ସଦସ୍ୟ ରୂପେ ମନୋନୀତ କରିଛନ୍ତି ଏବଂ ଅଧ୍ୟକ୍ଷ ରୂପେ ଡ. ଏମ୍‌ ଥାମ୍ବି ଦୁରାଇ ମନୋନୀତ ହୋଇଛନ୍ତି। ୨୪ ଜଣିଆ କମିଟିର କାର୍ଯ୍ୟକାଳ ବର୍ଷେ ରହିବ। ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପିଲାଡ୍‌) କମିଟି ନିୟମିତ ଭାବେ ଏମ୍‌ପିଲାଡ୍‌ ଯୋଜନାର ତଦାରଖ ତଥା କ୍ରିୟାନ୍ଵୟନର ସମୀକ୍ଷା କରିବା ସହ ସାଂସଦମାନଙ୍କର ଏହି ଯୋଜନାକୁ ନେଇ ଅଭିଯୋଗ ଗୁଡ଼ିକର ବିଚାର କରିବ।

By amfnews

Related Post