Wed. Sep 2nd, 2026

ସାମ୍ବାଦିକ ହତ୍ୟା ମାମଲାରେ ଗୁରୁମିତ ରାମରହିମ ଦୋଷୀସାବ୍ୟସ୍ତ ,୧୭ରେ ଦଣ୍ଡ ଘୋଷଣା

282 Views

୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ରାମରହିମଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ରାମରହିମ ବର୍ତ୍ତମାନ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

By amfnews

Related Post