Mon. Sep 14th, 2026

ସରକାରୀ ପ୍ରକ୍ରିୟା ଅନୁସାରେ ୭ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାର ଅନୁମତି ନିମନ୍ତେ ପିସିସି ସଭାପତିଙ୍କ ଚିଠି

252 Views

ଭୁବନେଶ୍ବର, ଫେବୃଆରୀ ୦୭ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଯେ କେଉଁଝର ଏବଂ ମୟୂରଭଞ୍ଜରେ ସାତୋଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲେଖିଛନ୍ତି ।

ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିୟାଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ସେ କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସାତୋଟି ବିଦ୍ୟାଳୟ ଗ୍ରହଣ କରିବାକୁ ଚାହୁଁଛନ୍ତି।

ବିଦ୍ୟାଳୟର ଉନ୍ନତି ଆଣିବା ପାଇଁ ତାଙ୍କୁ ଏକ ସୁଯୋଗ ପ୍ରଦାନ କରିବାକୁ ଓସେପା ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।

By amfnews

Related Post