Fri. Oct 16th, 2026

ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଉଚ୍ଛେଦ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨

????????????????????????????????????
276 Views

ଭୁବନେଶ୍ୱର  :  ଶ୍ରୀମନ୍ଦିର ନିକଟରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂକ୍ରାନ୍ତରେ ଅକ୍ଟୋବର ୨୨ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ କହିଛନ୍ତି।

ଏଥିପାଇଁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଉଚ୍ଛେଦର ସ୍ଥିତାବସ୍ଥା ଉପରେ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହାଛଡ଼ା ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଐତିହ୍ୟସମ୍ପନ୍ନ ମଠ ତଥା ସେଭଳି କୌଣସି ଅଟ୍ଟାଳିକା ଭଙ୍ଗାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରାଯିବା ନିହାତି ଜରୁରୀ।

By amfnews

Related Post