Wed. Oct 21st, 2026

ଶପଥ ନେବା ପୂର୍ବରୁ ମୋଦିଙ୍କୁ ଭେଟିଲେ ଜଗନ ରେଡ୍ଡୀ

393 Views

ନୂଆଦିଲ୍ଲୀ : ସୋମବାରରୁ ଶନିବାର ମଧ୍ୟରେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନ ରେଡ୍ଡୀ। ଏହା ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଜଗନ ରେଡ୍ଡୀ। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବାରୁ ଏହି ଅବସରରେ ଜଗନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟଘାଟ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ପ୍ରଧାନମନ୍ତ୍ରୀଙ୍କୁ ଜଗନ ରେଡ୍ଡୀ କହିଥିବା ସୂଚନା ରହିଛି।

View image on TwitterView image on TwitterView image on TwitterView image on Twitter

By amfnews

Related Post