Wed. Sep 9th, 2026

ଲୋକସଭା ନିର୍ବାଚନରେ କେବଳ ଇଭିଏମ୍‌ ପାଇଁ ଖର୍ଚ୍ଚ ହୋଇଛି ୫, ୪୦୦ କୋଟି ଟଙ୍କା

204 Views

ନୂଆଦିଲ୍ଲୀ  : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଇଭିଏମ୍‌ ଏବଂ ଭିଭିପିଏଟି ଖରିଦ କରିବାରେ ସରକାର ସମୁଦାୟ ନିର୍ବାଚନ ଖର୍ଚ୍ଚର ୬୦% ଅର୍ଥ ବ୍ୟୟ କରିଛନ୍ତି। ଏହାଛଡ଼ା ତିନୋଟି ଆର୍ଥିକ ବର୍ଷରେ ଲୋକସଭା ନିର୍ବାଚନର ଖର୍ଚ୍ଚ ଥିଲା ୨, ୦୧୯ କୋଟି ଟଙ୍କା। ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଛି ୧, ୩୧୭ କୋଟି ଟଙ୍କା। ଲୋକସଭା ନିର୍ବାଚନ ଖର୍ଚ୍ଚରେ ବାକି ପଡ଼ିଥିବା ବିଲ୍‌ ପୈଠ ବାବଦରେ ୨୦୧୯-୨୦ ବଜେଟ୍‌ରେ ସରକାର ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

By amfnews

Related Post