Thu. Oct 15th, 2026

ରେଳ ଟ୍ରାକ୍‌ ତାଡ଼ି ଦେଲେ ମାଓବାଦୀ

285 Views

ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଲାଲବାହିନୀର ତାଣ୍ଡବ।  ଛତିଶଗଡ଼ର ଦାନ୍ତେଓ୍ୱାଡା କମାଲୁର ଷ୍ଟେସନ ନିକଟରେ ମାଓବାଦୀମାନେ ଏକ ରେଳ ଟ୍ରାକ୍‌କୁ  ତାଡ଼ି  ଦେଇଛନ୍ତି। ଏଥିପାଇଁ  ଟ୍ରେନ୍‌ଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

ସୂଚନା ଅନୁସାରେ, ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ୍‌ କମାଲୁରରୁ ଦାନ୍ତେଓ୍ୱାଡ଼ା ଯାଉଥିଲା। ଟ୍ରେନ୍‌ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ତେବେ ରେଳ ଟ୍ରାକରେ ସମସ୍ୟା ଥିବା  ଜାଣିବା ପରେ ଟ୍ରେନ୍‌କୁ ଅଟକା ଯାଇଥିଲା। ପରେ ଟ୍ରାକ୍‌ ତାଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍‌ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

By amfnews

Related Post