Wed. Sep 30th, 2026

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମହାନଦୀକୁ ପ୍ରଦୂଷଣମୁକ୍ତ କରାଯିବା ପ୍ରସଙ୍ଗ

325 Views

ନୂଆଦିଲ୍ଲୀ : ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଲେ ଯେ ଦେଶର ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବାକୁ ସରକାର କାମ କରିବେ।

କାବେରୀ, ପେରିୟାର୍‌, ମହାନଦୀ, ନର୍ମଦା ଏବଂ ଗୋଦାବରୀ ଆଦି ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ଉଦ୍ୟମ କରିବେ ବୋଲି ରାଷ୍ଟ୍ରପତି ଗୁରୁତ୍ୱାରୋପ କରି କହିଛନ୍ତି।

By amfnews

Related Post