Tue. Sep 15th, 2026

ମୁମ୍ବାଇର ବାଇକୁଲ୍ଲା ଚିଡ଼ିଆଖାନାରେ ପେଙ୍ଗୁଇନ୍‌ ଛୁଆ ଜନ୍ମ

282 Views

ମୁମ୍ବାଇ: ବୁଧବାର ସ୍ୱାଧୀନତା ଦିବସ ରାତିରେ ମୁମ୍ବାଇର ବାଇକୁଲ୍ଲା ଚିଡ଼ିଆଖାନାରେ ପ୍ରଥମ ଥର ଲାଗି ‘ହମ୍‌ବୋଲଟ୍‌’ ପେଙ୍ଗୁଇନ୍‌ ଜନ୍ମ ହୋଇଛି। ରାତି ୮. ୦୩ ମିନିଟ୍‌ରେ ଅଣ୍ଡା ଫୁଟିବା ପରେ ପେଙ୍ଗୁଇନ୍‌ ଦମ୍ପତି ମିଷ୍ଟର୍‌ ବୋଲ୍‌ଟ୍‌ ଏବଂ ଫ୍ଲିପର୍‌ ପିତାମାତା ହୋଇଛନ୍ତି ବୋଲି ବୀରମାତା ଜିଜାବାଈ ଭୋସ୍‌ଲେ ଉଦ୍ୟାନ ଏବଂ ଚିଡ଼ିଆଖାନାର ନିର୍ଦେଶକ ଡକ୍ଟର୍‌ ସଞ୍ଜୟ ତ୍ରିପାଠୀ କହିଛନ୍ତି।

ଶିବ ସେନା ଯୁବନେତା ଆଦିତ୍ୟ ଥାକ୍‌ରେ ନବଜାତ ପେଙ୍ଗୁଇନ୍‌ର ଏକ ଭିଡିଓ ମଧ୍ୟ ଟୁଇଟ୍‌ କରିଛନ୍ତି।

By amfnews

Related Post