Wed. Sep 30th, 2026
184 Views

ବୌଦ୍ଧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜଗବନ୍ଧୁ କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ଭିଜିଲାନ୍ସ ପକ୍ଷରୁ ତାଙ୍କ ରଇଠାଣିସ୍ଥିତ ବାସଭବନ,  ଟାଟା ମୋଟରକୁ ଭଡ଼ା ଦେଇଥିବା ଏକ  ବଡ଼ ଅଟ୍ଟାଳିକା ସମେତ ଏକକାଳୀନ ୪ଟି ସ୍ଥାନରେ  ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି।

By amfnews

Related Post