Fri. Oct 16th, 2026

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ

276 Views

ବାଲେଶ୍ୱର  : ବାଲେଶ୍ୱର ସିନେମା ହଲ୍‌ ଛକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି। ସେଠାରେ ଚାଲୁଥିବା ବାଡ଼ିଖେଳରେ ଯୋଗ ଦେବା ଅବସରରେ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ କିଛି ଉନ୍ନତି କରିନାହାନ୍ତି ଏବଂ ବିକାଶ କଲେ ତାଙ୍କୁ ସାଧାରଣ କାର୍ଯ୍ୟରେ ସାମିଲ କରାଯିବ ବୋଲି  ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ।

By amfnews

Related Post