Sat. Oct 17th, 2026

ବାଙ୍କି : ଗୁଳିମାଡରେ ଯୁବକ ମୃତ

597 Views

ବାଙ୍କି : ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅନ୍ତର୍ଗତ ମଧୁଆପଲ୍ଲୀ ରାସ୍ତାରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ମୃତକ ଜଣକ ହେଉଛନ୍ତି ଫତେଗଡ଼ ମଣିପୁର ଗ୍ରାମର ବାସିନ୍ଦା। ସେହି ଗ୍ରାମର କିଛି ଯୁବକ ଗତକାଲି ରାତିରେ ବାଇକ୍‌ରେ ଆସି ଗୁଳିମାଡ଼ କରିଥିବା ଜଣାପଡିଛି। ପୂର୍ବ ଶତ୍ରୁତାର ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

By amfnews

Related Post