Fri. Jul 24th, 2026

ବଉଳା କୁମ୍ଭୀର ଗଣନା ପାଇଁ ୨୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

204 Views

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶରେ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ। ଚଳିତମାସ ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ବିଶେଷକରି ବିଦ୍ୟାଳୟ ଶୀତ ଛୁଟି ସମୟରେ ଭିତରକନିକା  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ ବୋଲି ଡିଏଫ୍‌ଓ ବିକାଶ କୁମାର ଦାଶ ସୂଚନା ଦେଇଛନ୍ତି।

By amfnews

Related Post