Wed. Oct 7th, 2026

ଫାଙ୍କା ଗୁଳି ଚାଳନାରେ ମହିଳାଙ୍କ ମୃତ୍ୟୁ

298 Views

ନୂଆଦିଲ୍ଲୀ: ନୂଆବର୍ଷରେ ବିହାରର ପୂର୍ବତନ ବିଧାୟକ ରାଜୁ ସିଂହଙ୍କ ଗେଷ୍ଟ୍‌ ହାଉସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଖୁସିରେ ଗୁଳି ଫୁଟିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମାମଲାରେ ଆଜି ରାଜୁ ସିଂହ ଏବଂ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ମୃତ ମହିଳାଙ୍କ ନାମ ଅର୍ଚ୍ଚନା ଗୁପ୍ତା। ପୁଲିସ ଏହି ମାମଲାରେ ଆଇପିସିର ଧାରା ୩୦୨ ଅଧୀନ‌ରେ ମାମଲା ରୁଜୁ କରିଛି।

By amfnews

Related Post