Sat. Sep 5th, 2026

ତାଜମହଲରେ ମାଙ୍କଡ଼ଙ୍କ ଦାଉରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାକୁ ବାଟୁଳିଖାଡ଼ା ମାରୁଛନ୍ତି ସିଆଇଏସ୍‌ଏଫ୍‌ ଯବାନ

255 Views

ଆଗ୍ରା: ତାଜମହଲ ଠାରେ ମାଙ୍କଡ଼ମାନଙ୍କ ଦାଉରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରି୍ରଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଯବାନମାନେ ବାଟୁଳିଖାଡ଼ା ରଖୁଛନ୍ତି।

ଡଜନାଧିକ ଯବନଙ୍କ ଦଳ ତାଜମହଲର ପୂର୍ବ ଓ ପଶ୍ଚିମ ଫାଟକ ନିକଟରେ ବାଟୁଳିଖାଡ଼ା ସହ ମୁତୟନ ହୋଇଛନ୍ତି।ଡଜନାଧିକ ଯବନଙ୍କ ଦଳ ତାଜମହଲର ପୂର୍ବ ଓ ପଶ୍ଚିମ ଫାଟକ ନିକଟରେ ବାଟୁଳିଖାଡ଼ା ସହ ମୁତୟନ ହୋଇଛନ୍ତି।

କମାଣ୍ଡର ବ୍ରଜଭୂଷଣ କହନ୍ତି: କେବେ କେମିତି ମାଙ୍କଡ଼ ଆକ୍ରମଣର ସରବ୍ୟ ହେଉଥିବା ଯାତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମାଙ୍କଡ଼ମାନେ ବାଟୁଳିଖାଡ଼ା ଦେଖି ଡରି ପଳାଉଥିବାରୁ ଯବାନମାନେ ତାହା ବ୍ୟବହାର କରି ନ ପାରନ୍ତି।

ଅଧିକାରୀମାନଙ୍କ କହୁଛନ୍ତି, ବନ୍ୟପ୍ରାଣୀ ଆଇନ୍‌ ଅନୁଯାୟୀ ଯଥେଷ୍ଟ ନିରାପତ୍ତା ଏବଂ ସତର୍କତା ବିନା ମାଙ୍କଡ଼ମାନଙ୍କୁ ଆକ୍ରମଣ କି, ଧରାଯାଇ ଏକତ୍ର କରାଯାଇ ପାରିବ ନାହିଁ। କୌଣସି ଜିଲ୍ଲା ଆଶ୍ରୟ ଦେବାକୁ ମନା କରୁଥିବାରୁ ମାଙ୍କଡ଼ଙ୍କୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରିବା ଯୋଜନା ମଧ୍ୟ ବିଫଳ ହୋଇଛି।

By amfnews

Related Post