Tue. Sep 8th, 2026

ଟ୍ରକ୍‌ ସହ ତେଲ ଟ୍ୟାଙ୍କର୍‌ ମୁହାଁମୁହିଁ; ଜିଅନ୍ତା ଜଳିଗଲେ ଟ୍ୟାଙ୍କର୍‌ ଚାଳକ

396 Views

ରାସ୍ତା ମଝିରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ହେବା ପରେ ତେଲ୍‌ ଟ୍ୟାଙ୍କ୍‌ର ଜଳି ଯାଇ ଏପରି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର୍‌ ଜାଳି ରାସ୍ତା ଚଳାଚଳ ବନ୍ଦ ରଖିଛନ୍ତି।

ସୂଚନା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତା ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ଟ୍ୟାଙ୍କ୍‌ର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ ଚାଳକଙ୍କ ସଂପର୍କରେ କିଛି ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

By amfnews

Related Post