Mon. Sep 28th, 2026

ଟପ୍‌ଲେସ୍‌ ଫଟୋ ଛାଡ଼ି ଟ୍ରୋଲ ହେଲେ ଅଭିନେତ୍ରୀ ତନିଶା ମୁଖାର୍ଜୀ,ଦେଖନ୍ତୁ କ’ଣ ରହିଛି ପ୍ରତିକ୍ରିୟା

380 Views

ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେ ଏକ ଟପ୍‌ ଲେସ୍‌ ଫଟୋ ଛାଡ଼ିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଫଟୋରେ ସେ ହଟ୍‌ ଲାଗୁଥିଲେ ମଧ୍ୟ ଇନ୍‌ଷ୍ଟା ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ପାଇଁ ପଛାଇ ନ ଥିଲେ । କିଛି ଲୋକ ତାଙ୍କୁ ପାଗଳ ଏବଂ ‘ଆଟେନ୍‌ସନ୍‌ ସିକର’ ବୋଲି କହିଥିବା ବେଳେ କିଛି ଲୋକ ତୁମ ଠାରୁ ଏହା ଆଶା କରାଯାଉ ନଥିଲା ବୋଲି କହିଥିଲେ

By amfnews

Related Post