Sat. Oct 3rd, 2026

କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ସାଧାରଣରେ ପ୍ରକାଶ କରିବାକୁ ମନାକଲା ପିଏମ୍‌ଓ

424 Views

ହେଲେ, ସୂଚନା ଅଧିକାର ଆଇନ୍‌ ବଳରେ ମଗା ଯାଇଥିବା ଏହି ତଥ୍ୟର ଉତ୍ତର ଦେବାକୁ ଯାଇ ଆଜି ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଓ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଥିବା ବରିଷ୍ଠ ଅଧିକାରୀଙ୍କ ଦୁର୍ନୀତି ସଂପର୍କିତ ବହୁ ଅଭିଯୋଗ ପିଏମ୍‌ଓକୁ ଆସିଥାଏ। ହେଲେ, ପିଏମ୍‌ଓକୁ ଆସୁଥିବା ସେ ସମସ୍ତ ଅଭିଯୋଗକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ପିଏମ୍‌ଓ ପକ୍ଷରୁ ସ୍ପଷ୍ଟ କରି ଦିଆ ଯାଇଛି।

By amfnews

Related Post