Tue. Oct 13th, 2026
401 Views

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ୨୦୧୯ ମସିହା କୁମ୍ଭମେଳା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଗଙ୍ଗାରେ ପବିତ୍ର ବୁଡ଼ ପକାଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ମନ୍ତ୍ରାଳୟର କିଛି ସଦସ୍ୟ ମଧ୍ୟ ତାଙ୍କ ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ବୋଲି ସୂଚନା ରହିଛି।

Embedded video
ଏହାବ୍ୟତୀତ ପ୍ରୟାଗରାଜରେ ଉତ୍ତରପ୍ରଦେଶ ସରକାର ଆଜି ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ ମଧ୍ୟ କରିଥିଲେ। ପ୍ରଥମ କରି ଯୋଗୀ ଲକ୍ଷ୍ନୌ ବାହାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେଇଥିବାରୁ ବୈଠକଟି ନିଆରା ନିଶ୍ଚୟ।

By amfnews

Related Post