Sat. Oct 17th, 2026

କର୍ମଚାରୀଙ୍କ ଛୁଟି, ଦରମା କାଟିବନି ଇଣ୍ଡିଗୋ

216 Views

ମୁମ୍ବାଇ ଇଣ୍ଡିଗୋ ଏହାର ବିମାନ ଉଡ଼ାଣକୁ ସାମୟିକ ସମୟ ପାଇଁ ବନ୍ଦ ରଖିଥିବା ବେଳେ ଏହାର ପ୍ରଭାବରେ କୌଣସି କର୍ମଚାରୀଙ୍କ ଛୁଟି କିମ୍ବା ଦରମା କମ୍ କରାଯିବ ନାହିଁ ବୋଲି କଂପାନି କର୍ତ୍ତୃପକ୍ଷ ଜଣାଇ ଦେଇଛନ୍ତି। କଂପାନି ପାଖରେ ଥିବା ବଳକା ନଗଦ ରାଶିକୁ କର୍ମଚାରୀଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବାବଦରେ ଖର୍ଚ୍ଚ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

By amfnews

Related Post