Fri. Sep 11th, 2026

ଓର୍କେଲ ଥାନାରେ ଆଇଆଇସିଙ୍କ ଯୋଗଦାନ

416 Views

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକଅନ୍ତର୍ଗତ ବାଲିମେଳା ସହର ସ୍ଥିତ ଓର୍କେଲ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜଗଦୀଶ ବାରା କାର୍ଯ୍ୟରେ ଯୋଗ ଦେଇଛନ୍ତି।ଥାନା ଅଧିକାରୀ ସୁମିତ୍ରା ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଯାଇଛି।ଓର୍କେଲ ଥାନାର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ହୋଇଥିବା ବେଳେ ଏହି ରାସ୍ତା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି।ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସହରରେ ଶାନ୍ତି ଶୃଙ୍ଖଳା,ଟ୍ରାଫିକ ବ୍ୟବସ୍ଥାଉପରେ ଗୁରୁତ୍ୱ ଦିଆଯିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ବାରା ସୂଚନା ଦେଇଛନ୍ତି।

By amfnews

Related Post