Sun. Sep 13th, 2026

ଏଲଆଇସିର ୯ମ ମଣ୍ଡଳସ୍ତରୀୟ ବୈଠକ

395 Views

ରାଉରକେଲା, ୧୦/୯ : ଭାରତୀୟ ଜୀବନ ବୀମା ନିଗମ ସମ୍ବଲପୁର ମଣ୍ଡଳପକ୍ଷରୁ ୯ମ ମଣ୍ଡଳସ୍ତରୀୟ ବୈଠକସ୍ଥାନୀୟ ହୋଟେଲ ତ୍ରିଦେବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗଦେଇ ଦେଇଥିଲେ ।

ଏହି ଅବସରରେ ମୁଖ୍ୟବକ୍ତା ଭାବେ ସେକ୍ରେଟେରୀ ଜେନେରାଲ ଏସ୍.ଏନ୍ ଗତପତି ରାଜୁ ଏବଂ ମଣ୍ଡଳ ସେକ୍ରେଟେରୀ ସରୋଜ କୁମାର ଶଙ୍ଖୁଆଙ୍କ ସମେତ ଅନେକ ପଦାଧିକାରୀ ଯୋଗଦେଇ ଗତ ଦିନରେ ସଂଗଠନ ଦ୍ୱାରା ନିଆଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରିଥିଲେ ।

Related Post