Sun. Oct 4th, 2026

ଏଥର ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ

192 Views

ଭୁବନେଶ୍ୱର :  ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହେବ। ଏନେଇ ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଛନ୍ତି।

ତେବେ ଏଥର ରାଜ୍ୟସ୍ତରୀୟ  ପରେଡ୍‌ରେ ମୋଟ ୪ଟି ଟ୍ରୁପ୍‌ ଭାଗ ନେବେ। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୁଲିସ୍, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ ଭାଗ ନେବେ।

By amfnews

Related Post