Mon. Oct 12th, 2026

ଏଣିକି ବିମାନ ମଧ୍ୟରେ ଯାତ୍ରୀମାନେ ମୋବାଇଲରେ ବାର୍ତ୍ତାଳାପ ସହ ଇଣ୍ଟରନେଟ୍‌ ବ୍ୟବହାର କରି ପାରିବେ

948 Views

ଗତ ଡିସେମ୍ବର ୧୪ ତାରିଖରେ ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତି ଗେଜେଟ୍‌ ନୋଟିଫିକେସନ ଆକରରେ ପ୍ରକାଶ ପାଇବା ମାତ୍ରେ ହିଁ ଦେଶରେ ବିମାନ ସେବା ଯୋଗାଉଥିବା ସମସ୍ତ ଦେଶୀ ଓ ବିଦେଶୀ କମ୍ପାନି ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବେ ବୋଲି ଜାଣିବାକୁ ମିଳିଛି। ବିମାନେରେ ୩୦୦୦ ମିଟର ଉଚ୍ଚତାରେ ଉଡ଼ୁଥିବା ବେଳେ ମଧ୍ୟ ବିମାନ ଯାତ୍ରୀମାନେ ବିମାନ ମଧ୍ୟରେ ମୋବାଇଲ ଫୋନ୍‌ରେ ବାର୍ତ୍ତାଳାପ କରିବା ସହ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

By amfnews

Related Post