Wed. Jul 15th, 2026

ଆସୁଛି ବର୍ଷା, ବିପର୍ଯ୍ୟୟର ମୁକାବିଲା ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର

411 Views

ରାଜ୍ୟ ସରକାରଙ୍କ ପକ୍ଷରୁ ମୌସୁମୀ ଜନିତ ପ୍ରବଳ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ବନ୍ୟା ଆଶଙ୍କା କରି ନିର୍ଦ୍ଦେଶନାମା ଜାରି କରାଯାଇଛି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବନ୍ୟା ପ୍ରପୀଡ଼ିତ ଅଂଚଳ ଗୁଡ଼ିକରେ ନିର୍ମାଣ ହୋଇଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ସବୁବେଳେ ବ୍ୟବହାର ଉପଯୋଗୀ ରଖିବାକୁ ନିର୍ଦ୍ଦେଶ ହୋଇଛି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କମିଶନର ବିଷ୍ଣୁପଦ ସେଠୀ ସବୁ ବର୍ଷ ପରି ଆସନ୍ତା ଜୁନ୍ ୧୯ ତାରିଖରେ ବନ୍ୟା  ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଗୋଷ୍ଠୀସ୍ତରୀୟ ମକ୍ ଡ୍ରିଲ କରାଯିବ   ରାଜ୍ୟରେ ସାଧାରଣତଃ ଜୁନ୍ ୧୫ ତାରିଖରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥାଏ ଏହି ସମୟରେ ବନ୍ୟା ବାତ୍ୟାର ଆଶଙ୍କା ମଧ୍ୟ ରହିଥାଏ

By amfnews

Related Post