Wed. Oct 14th, 2026

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

399 Views

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଯୋଗୁଁ ବୁଧବାର ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରଖାଯିବ। ସୂଚନା ଅନୁସାରେ ବନକଲାଗି ନୀତି ସମୟରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ପ୍ରବେଶ ଦିଆଯିବ ନାହିଁ। ଅପରାହ୍ନ ୪ଟାରୁ ୮ଟା ଯାଏଁ ଏହି ଗୁରୁତ୍ୱପୂର୍ଣ୍ଣ ନୀତି ଚାଲିବ। ଏହି ନୀତି ୨ୟ ଭୋଗ ମଣ୍ଡପରେ ଅନୁଷ୍ଠିତ ହେବ।

By amfnews

Related Post