Tue. Oct 13th, 2026

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

346 Views

ପୁରୀ , ଫେବୃଆରୀ 8 : କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ପୁରୀ ଶ୍ରୀମନ୍ଦିର ଯିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନବୀନ ପଟ୍ଟନାୟକ ଟ୍ବିଟ୍ କରି  କହିଛନ୍ତି, ‘ କୋଭିଡ଼ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ। ସବୁ ତାଙ୍କରି ଇଚ୍ଛା, ଜୟ ଜଗନ୍ନାଥ’।   

ଆଜି ପୁରୀ ଯାଇ ବିଭିନ୍ନ କାର୍ଯ୍ୟର ଅନୁସନ୍ଧାନ କରିବା ସହ  କରୋନା କଟକଣାରେ ଭକ୍ତଙ୍କ ଗମନାଗମନ ଉପରେ ତଦାରଖ କରିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   

By amfnews

Related Post