Sun. Oct 18th, 2026

ଆଜି କେତେ ସମୟ ପର୍ଯ୍ୟନ୍ତ ‘ମୋ ବସ୍’ ସେବା ବନ୍ଦ ରହିବ ଜାଣି ନିଅନ୍ତୁ

308 Views

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି। ଆଉ ଏଥିପାଇଁ ଆଜି ‘ମୋ ବସ୍’ ସେବା ପ୍ରାୟ ୮ ଘଣ୍ଟା ଧରି ବନ୍ଦ ରହିବ। ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟା ପରଠୁ ଏହି ସେବା ସ୍ୱାଭାବିକ ହେବ। ସେହିପରି ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି ବନ୍ଦ ରହିବ।

By amfnews

Related Post