Sun. Oct 4th, 2026

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଶୈବପୀଠ ଚଳଚଞ୍ଚଳ

244 Views

ଭୁବନେଶ୍ୱର : ଆଜି କାର୍ତ୍ତିକ ମାସର ଶେଷ ସୋମବାର।  ଏହାସହ ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା।  ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି।

ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଭୋରରୁ ମହାଦେବଙ୍କୁ ଦର୍ଶନ କରୁଛନ୍ତି।

By amfnews

Related Post