ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବଙ୍କୁ ଦିଆଯିବ ରନ୍ଧାଖାଦ୍ୟ, ପଞ୍ଜିକୃତ ଉଠାଦୋକାନୀ ପାଇବେ ମୁଣ୍ଡପିଛା ୩୦୦୦ ଟଙ୍କାର ସହାୟତା
217 Viewsଭୁବନେଶ୍ବର: ତାଲାବନ୍ଦ ସମୟରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବାର…
