ତୀର୍ଥଯାତ୍ରା ହେଲା ଶେଷଯାତ୍ରା ପୁରୀରୁ ଫେରିବା ବାଟରେ ଦୁର୍ଘଟଣା; ୪ ମୃତ, ୩ ଗୁରୁତର
336 Viewsବାଲେଶ୍ୱର/ଜଳେଶ୍ବର/ରୁପ୍ସା/ବାହାର୍ଦା/ଗାନ୍ଧିଛକ: ଶନିବାର ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଲ୍ଟୋ କାର(ଓଡି-୦୨ଏଏନ୍-୪୦୯୯)ରେ ଦୁଇଟି ପରିବାରର…
