Tue. Oct 13th, 2026

News

ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

334 Viewsନୂଆଦିଲ୍ଲୀ : ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି। ପାକିସ୍ତାନ ସଶସ୍ତ୍ର ବାହିନୀର…

ରାମେୟାପାଟଣାରେ ପୁଣି ସମୁଦ୍ର ଉଗ୍ର

272 Viewsବ୍ରହ୍ମପୁର/ଚିକିଟି : କିଛିଦିନର ବ୍ୟବଧାନ ପରେ ପୁଣି ରାମେୟାପାଟଣାଠାରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି। ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ଥିବାବେଳେ ସମୁଦ୍ର…

ବିଲ୍‌ ପୈଠ କରି ନ ଥିବାରୁ ଇମ୍ରାନ୍‌ ଖାଁଙ୍କ ଅଫିସ୍‌ରୁ କଟାଗଲା ବିଜୁଳି

276 Viewsଇସ୍‌ଲାମାବାଦ୍‌ : କୋଟି କୋଟି ଟଙ୍କା ବିଜୁଳି ଦେୟ ବାକି ପଡ଼ିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ…

ସମୁଦ୍ର ଜଳ ଦ୍ବାରା ସୃଷ୍ଟ ବସ୍ତି, ଯେଉଁଠାରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତ୍‌

261 Viewsସ˚ପ୍ରତି ବିଶ୍ବର ବୃହତ୍ତମ ବସ୍ତି ହେଉଛି ପାକିସ୍ତାନର କରାଚୀରେ ଥିବା ଓର˚ଜି। ଓର˚ଜି ବସ୍ତିରେ ବାସିନ୍ଦାଙ୍କ ସ˚ଖ୍ୟା ଚବିଶ ଲକ୍ଷରୁ ଅଧିକ। ଏବେ…

ଏହି କାମପାଇଁ ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ ବାବଦରେ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଲେ ଅନୁଭବ ମହାନ୍ତି

352 Viewsଭୁବନେଶ୍ୱର : କେନ୍ଦ୍ରାପଡ଼ାର ଲୋକସଭା ସଦସ୍ୟ ତଥା ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ତାଙ୍କର ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ…

ସୁଟିଂ ସେଟରୁ ଘରକୁ ଅଟୋରେ ଫେରୁଛନ୍ତି ‘କବୀର ସି˚ହ’ ଫେମ୍ ନାୟିକା କିଆରା ଆଡ଼ଭାନି

247 Viewsମୁମ୍ବାଇ: ନିଜର ଏକାଧିକ କାର‌୍‌ ଅଛି, ପାଖରେ ଅର୍ଥର ଅଭାବ ନାହିଁ। ତଥାପି ସୁଟି˚ ସେଟ୍‌ରୁ ଅଟୋ ଭଡ଼ା କରି ଘରକୁ ଫେରୁଛନ୍ତି…

୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ : କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପଚରାଉଚରା

248 Viewsନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି…

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

231 Viewsନୂଆଦିଲ୍ଲୀ: ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ‘ଖେଳ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ…

ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଓଡ଼ିଆ ପାରାବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

246 Viewsନୂଆଦିଲ୍ଲୀ : ବିଶ୍ୱର ନମ୍ବର ୧ ପାରାବ୍ୟାଡମିଣ୍ଟନ ଖେଳାଳି ତଥା ଆସନ୍ତାକାଲି ଦେଶର ପ୍ରମୁଖ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା…