Tue. Sep 15th, 2026

Controversy

ପାକିସ୍ତାନ : ମାତ୍ର ୧୦ ବର୍ଷର ଏକ ବାଳକ ହିଁ କରିଥିଲା ଆତ୍ମଘାତୀ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

908 Views ଶ୍ରୀନଗର: ଉତ୍ତର ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ସକାଳେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ନିହତ ଲୋକଙ୍କ ସଂଖା ୩୨ରେ ପହଞ୍ଚିଛି ।…

ଶାହାରୁଖ୍‌ ଖାନ୍‌ଙ୍କୁ ମିଳିଲା ଧମକ: ଓଡ଼ିଶାରେ ପାଦ ରଖିଲେ କାଳିରେ ମୁହଁ କଳା କରିଦିଆଯିବ

621 Views ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଯଦି…

ସିଙ୍ଗାପୁରୀ ବିମାନ ପରିଚାରିକାଙ୍କ ସହ ଅସଦାଚରଣ କରି ଜେଲ୍‌ ଗଲେ ଭାରତୀୟ ବଂଶୋଦ୍ଭବ

429 Views ସିଙ୍ଗାପୁର: ସିଙ୍ଗାପୁର ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ସିଙ୍ଗାପୁରୀ କ୍ୟାବିନ୍‌ କ୍ରୁ’ଙ୍କ ସହ ଅସଦାଚରଣ କରି ଅଷ୍ଟ୍ରେଲିଆରେ ବସବାସ କରୁଥିବା…

ଏଣିକି ଗାଡ଼ି କାଗଜପତ୍ର ଆଉ ଲାଇସେନ୍ସର ଡିଜିଟାଲ୍ କପି ପୁଲିସ୍ ଗ୍ରହଣ କରିବ : ଏସବୁ ମୋବାଇଲରେ ରଖନ୍ତୁ

507 Views ନୂଅାଦିଲ୍ଲୀ : ଆପଣ ଯେତେବେଳେ ଆପଣଙ୍କ କାର କିମ୍ବା ବାଇକରେ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ…

ଭୁଲ୍‌ କ୍ରମେ ରନ୍‌େଓ୍ଵ ଉପରକୁ ଚାଲିଆସିଥିବା ଯୁବକଙ୍କ ଉପରେ ଚଢ଼ିଗଲା ବିମାନ! ଭାଇରାଲ ହେଲା ଦୁର୍ଘଟଣା ପରର ଭିଡିଓ

457 Views ନୂଆଦିଲ୍ଲୀ : ମସ୍କୋରେ ଜଣେ ୨୫ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇ ହୋଇଥିବା ଜଣାପଡ଼ିଛି । ରନ୍‌େଓ୍ଵରେ ଠିଆ ହୋଇଥିବା ସମୟରେ ସାମ୍ନାରୁ…

ଅମୃତସର ଆତଙ୍କବାଦୀ ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା : ପଂଜାବ ମୁଖ୍ୟମନ୍ତ୍ରୀ

490 Views ଚଣ୍ଡୀଗଡ : ପଂଜାବର ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ…

#ମି-ଠୁ ଅଭିଯୋଗରୁ ମୁକ୍ତ ହେଲେ ବିସିସିଆଇ ସିଇଓ ରାହୁଲ ଜୋହରି

441 Views ମୁମ୍ବାଇ : ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ବିରୋଧରେ ଦୁଇଜଣ ମହିଳା ଲଗାଇଥିବା #ମି-ଠୁ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି…

୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ୫୦ ପ୍ରତିଶତ ଏଟିଏମ୍‌ ବନ୍ଦ ହୋଇଯିବ ! ପୁଣି ଦେଖା ଦେଇପାରେ ନଗଦ ସଂକଟ

436 Views ନୂଆଦିଲ୍ଳୀ: ବିମୁଦ୍ରାୟନ ପରେ ପୁଣି ଥରେ ଦେଶର ନାଗରିକମାନେ ଟଙ୍କା ଅଭାବର ସାମ୍ନା କରିବେ। କାରଣ, ସୂଚନା ରହିଛି ଯେ ୨୦୧୯…