Tue. Nov 10th, 2026

Breaking

ଜାନୁଆରି ମାସରେ ହିନ୍ଦୁମାନଙ୍କ ପାଇଁ ପାକିସ୍ତାନ ଖୋଲିବ ପଞ୍ଜ ତୀର୍ଥ ମନ୍ଦିର

245 Viewsଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ।…

ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ବଢ଼ିବ ଯାତ୍ରୀ ଭଡ଼ା

298 Viewsନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ଏବଂ ମାଲ୍‌ ପରିବହନ କରିବା ମହଙ୍ଗା ହେବାକୁ ଯାଉଛି। ଟ୍ରେନ୍‌ ଭଡ଼ାରେ ପରିବର୍ତ୍ତନ ଆଣିବା ଲାଗି ବିଚାର…

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ; ଅନ୍ୟୂନ ୭ ମୃତ

253 Viewsନୂଆଦିଲ୍ଲୀ: ଶୁକ୍ରବାର ଦିନ ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଯାତ୍ରୀବାହୀ ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି…

ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ,ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

247 Viewsବଲାଙ୍ଗୀର : ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଜଣାଯାଇଛି। ଖରାପ ପାଗ ପାଇଁ ତାଙ୍କର ବଲାଙ୍ଗୀର…

ସଂଗ୍ରହାଳୟରେ ରହିଛି ଖୋଳପା, କୁଆଡ଼େ ଗଲେ ଭିତରକନିକାର ବଜ୍ରକାପ୍ତା?

248 Viewsରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିରଳ ପ୍ରଜାତିର ବଜ୍ରକାପ୍ତାଙ୍କୁ ଆଉ ଦେଖିବାକୁ ମିଳୁନି। ଭିତରକନିକାର ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ…

ବରଗଡ଼ : ଆସୁଛି ଧନୁଯାତ୍ରା, ଗୋପପୁର ଚଳଚଞ୍ଚଳ

229 Viewsବରଗଡ଼ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ। ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା…

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି

263 Viewsଭୁବନେଶ୍ବର : ନାଲକୋ ସହାୟତାରେ ରେଳ ବିଭାଗ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନ କରିବା ଦିଗରେ ଯେଉଁ…

ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କଏଦୀ

287 Viewsକଟକ : ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରୁ ତାର କାଟି ମୋବାଇଲ୍‌ ଚାର୍ଜି˚ କରୁଛନ୍ତି କଏଦୀ। ଓ୍ୱାର୍ଡରେ ପ୍ଲଗ୍‌ର…

ବିଜେଡିର ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ : କ’ଣ କହିଲେ ଦଳର ନେତା

220 Viewsଭୁବନେଶ୍ବର : ବିଜୁ ଜନତା ଦଳରେ ନାହିଁ ସାମ୍ପ୍ରଦାୟିକ ଭେଦଭାବ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ପଞ୍ଜାବୀ ଓ ହିନ୍ଦୁ ସମସ୍ତେ ଦଳର କର୍ମୀଭାବେ…

ମଦ ବିରୋଧୀ ନିଆଁ ତେଜିଲା : ତିନି ଗାଁ ଲୋ‌କ ପୋଡ଼ିଦେଲେ ଭାଟି ଓ ୪ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

339 Viewsକବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଜୋର୍ ଧରିଛି ମଦବିରୋଧୀ ଆନ୍ଦୋଳନ। ବୁଧବାର ରାତିରେ ଏ.ବରିଡ଼ା ଗ୍ରାମରେ ଉତ୍ତ୍ୟକ୍ତ ମହିଳା…