ପରିବହନ, ବିଦ୍ୟୁତ୍ ଶ୍ରମିକଙ୍କ ଉପରେ ଏସ୍ମା ପ୍ରତ୍ୟାହାର ଦାବିରେ ସିଆଇଟିୟୁ ପକ୍ଷରୁ ବିଶ୍ରା ଛକଠାରେ ରାସ୍ତାରୋକ : ଅଗଷ୍ଟ ୭ ପରିବହନ ଶ୍ରମିକଙ୍କ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସିଆଇଟିୟୁର ଆହ୍ୱାନ
364 Viewsରାଉରକେଲା, ୨୯/୭ : ରାଜ୍ୟ ସରକାର ପରିବହନ ଓ ବିଦ୍ୟୁତ୍ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀମାନଙ୍କ ସାମ୍ବିଧାନିକ ଓ…
