Fri. Aug 21st, 2026

Breaking

ଅଲଇଣ୍ଡିଆ ଲୟର୍ସ ୟୁନିୟନ ଜିଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ଆଇନ୍ଜୀବୀ ରାଜକିଶୋର ପ୍ରଧାନ ଜିଲା ଆବାହକ ନିର୍ବାଚିତ

225 Viewsରାଉରକେଲା, ୨୧ା୯ : ଅଲଇଣ୍ଡିଆ ଲୟର୍ସ ୟୁନିୟନ (ଏଆଇଏଲ୍ୟୁ) ସୁନ୍ଦରଗଡ ଜିଲା ସାଙ୍ଗଠନିକ କମିଟିର ସାଧାରଣ ପରିଷଦ ବୈଠକ ଉଦିତନଗର ଠାରେ ବରିଷ୍ଠ…

ଆମ୍ୱେ ଇଣ୍ଡିଆ ପକ୍ଷରୁ ରାଉରକେଲାରେ ଏକ୍ସପ୍ରେସ୍ ପିକ୍ ଆଣ୍ଡ୍ ପେ ଷ୍ଟୋର୍ ଉଦ୍ଘାଟିତ ଓଡ଼ିଶାର ତୃତୀୟ ଏକ୍ସପ୍ରେସ୍ ପିକ୍ ଆଣ୍ଡ୍ ପେ ଷ୍ଟୋର୍

272 Viewsରାଉରକେଲା, ୨୧ା୯ : ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କଂପାନି ଆମ୍ୱେ ଇଣ୍ଡିଆ ପକ୍ଷରୁ ଏହାର ନୂତନ ଏକ୍ସପ୍ରେସ୍ ପିକ୍ ଆଣ୍ଡ୍ ପେ…

ଇସ୍ପାତ ଶିଳ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକଙ୍କୁ ସମ୍ମାନଜନକ ବୋନସ ପ୍ରଦାନ ଦାବିରେ ବିକ୍ଷୋଭ

263 Viewsରାଉରକେଲା, ୨୦ା୯ : ଚଳିତ ମାସ ୨୧ ତାରିଖ ଦିନ ସେଲ୍ ଅଧିନସ୍ଥ ସମସ୍ତ ଇସ୍ପାତ କାରଖାନା, ଖଣିଖାଦାନ, ଅଫିସ୍ ଦପ୍ତରରେ ଇସ୍ପାତ…

ପ୍ରୋଭିଡେଣ୍ଟ ଫଣ୍ଡର ଅତିରିକ୍ତ ସୁଧ ହ୍ରାସକୁ ବୃଦ୍ଧି କରିବା ଏବଂ ୨୦୧୭-୧୮ ଆର୍ôଥକ ବର୍ଷର ପ୍ରୋଭିଡେଣ୍ଟ ଫଣ୍ଡ ଋଣ ପାଇଁ କଟାଯାଇଥିବା ଅଧିକ ରାଶି ଫେରାଇବାକୁ ଆର୍ଏସ୍ଏସ୍ର ଦାବି

249 Viewsରାଉରକେଲା, ୨୦ା୯ : ଆର୍ଏସ୍ପିର ଶ୍ରମିକ କର୍ମଚାରୀଙ୍କ ପାଇଁ ୨୦୧୭-୧୮ ଆର୍ôଥକ ବର୍ଷରେ ପ୍ରୋଭିଡେଣ୍ଟ ଫଣ୍ଡ (ସିପିଏଫ୍) ଓ ଭିପିଏଫ୍ ଉପରେ ଅତିରିକ୍ତ…

ଆରଏସପିରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଠିକାଶ୍ରମିକ ପୁରସ୍କୃତ

290 Viewsରାଉରକେଲା, ୨୦ା୯ : ରାଉରକେଲା ଇସ୍ପାତ କାରଖାନାର କୋକ ଓଭେନ ଅଞ୍ଚଳରେ କାର୍ଯ୍ୟରତ ୮ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ…

ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାଧଣା। କେନ୍ଦୁଗୁଡା ଗ୍ରାମରୁ ୫୭ ବସ୍ତା ଚାଉଳ ଜବତ।

387 Viewsଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ – ଜିଲ୍ଲାପାଳ ଆଦିବାସୀ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାରଣା ହେଉଥିବା ଘଟଣା ଲୋକଲୋଚନକୁ ଆସିଛି।ମାଲକାନଗରି…