ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଜୁଳି ସହିତ ବର୍ଷା ଆଶଙ୍କା, ଇଛାପୁରରେ ଜାତୀୟ ରାଜପଥ ଉପରେ ୮ ଫୁଟର ପାଣି,ଆନ୍ଧ୍ରପ୍ରଦେଶ- ଓଡ଼ିଶା ଯୋଗାଯୋଗ ବିଛିନ୍ନ, ଭଞ୍ଜନଗର ରେ ଲୋକଙ୍କ ଘର ଭିତରେ ବନ୍ୟାପାଣି
302 Views ଭୁବନେଶ୍ୱର: ସମଗ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗତକାଲି ଠାରୁ ପ୍ରବଳ ବର୍ଷା ଳାଗି ରହିଛି। ସାମୁଦ୍ରିକ ଝଡ଼ ଡିପ୍ ଡିପ୍ରେସନର…
