Mon. Oct 5th, 2026

Crimes

୧୦ ଦିନ ମଧ୍ୟରେ ରାଫେଲ୍‌ ଜେଟ୍‌ ମୂଲ୍ୟର ବିବରଣୀ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

530 Views ନୂଆଦିଲ୍ଲୀ: ୧୦ ଦିନ ମଧ୍ୟରେ ଏକ ମୁଦା ଲଫାପା ମଧ୍ୟରେ ଶୀର୍ଷ ଅଦାଲତରେ ରାଫେଲ୍‌ ଲଢୁଆ ବିମାନର ମୂଲ୍ୟ ଏବଂ ଅନ୍ୟାନ୍ୟ…

ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ଘଟଣା:ମୋବାଇଲରୁ ହତ୍ୟାକାଣ୍ଡର ପର୍ଦାଫାଶ, ୨ଅଭିଯୁକ୍ତ ଗିରଫ

450 Viewsଉମରକୋଟ: ନବରରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବେହେଡା ସଂରକ୍ଷିତ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ଘଟଣାରେ ନବରଙ୍ଗପୁର ଜିଲ୍ଲା…

ଧମକ ଦେଇ ସ୍କୁଲ ପିଲାଙ୍କୁ କରୁଥିଲା ଦୁଷ୍କର୍ମ, ପାକିସ୍ତାନୀ ପ୍ରିନ୍ସିପାଲକୁ ୧୦୫ ବର୍ଷ କାରାଦଣ୍ଡ

303 Viewsଇସଲାମାବାଦ, ଅକ୍ଟୋବର ୩୧: ଦୁଷ୍କର୍ମ ମାମଲାରେ ଜଣେ ପାକିସ୍ତାନୀ ସ୍କୁଲ ପ୍ରିନ୍ସିପାଲଙ୍କୁ ୧୦୫ ବର୍ଷ ଜେଲ ଦଣ୍ଡ ହୋଇଛି। ଅତୁଲ୍ଲା ମାରଓ୍ଵାଟ ପେଶାଓ୍ଵରସ୍ଥିତ…

ଦୂରଦର୍ଶନ ଟିମ୍‌ ଉପରେ ନକ୍ସଲ ହମ୍‌ଲା, ଓଡ଼ିଆ କ୍ୟାମେରାମ୍ୟାନ, ୨ଯବାନ ମୃତ

455 Views ମାଲକାନଗିରି: ଛତିଶଗଡ଼ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ଟିମ୍‌ ଉପରେ ନକ୍ସଲ ହମ୍‌ଲା କରିଛନ୍ତି। ଏଥିରେ ଓଡ଼ିଆ କ୍ୟାମେରାମ୍ୟାନ…

ନକ୍ସଲଙ୍କ ହିଂସାରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଓଡ଼ିଆ ଅଚ୍ୟୁତାନନ୍ଦ ସାହୁପ୍ରାଣହରାଇଛନ୍ତି

404 Views ରାୟପୁର : ଛତିଶଗଡ଼ରେ ମଙ୍ଗଳବାର ନକ୍ସଲଙ୍କ ହିଂସାରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଓଡ଼ିଆ ଅଚ୍ୟୁତାନନ୍ଦ ସାହୁପ୍ରାଣହରାଇଛନ୍ତି ଦିଲ୍ଲୀରେ କାର୍ଯ୍ୟରତ ଅଚ୍ୟୁତାନନ୍ଦ…

ମାଲେଗାଓଁ ବିସ୍ଫୋରଣ: ପୁରୋହିତ, ପ୍ରଜ୍ଞା ସମେତ ୭ ଅଭିଯୁକ୍ତଙ୍କ ଉପରେ ସ୍ଥିର ହେଲା ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗ

443 Views ମୁମ୍ବାଇ, ଅକ୍ଟେ।ବର୩0:ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତ ଓ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁର ସମେତ ସମସ୍ତ…