Fri. Oct 9th, 2026

Crimes

ରାଜ୍ୟରେ ୫୦ ବେଆଇନ ବନ୍ଧୁକ ଜବତ, ଦଫା ୧୧୦ରେ ୬୦୧ ଅପରାଧୀ ଗିରଫ

385 Viewsକଟକ : ନିର୍ବାଚନ ପୂର୍ବରୁ ମାତ୍ର ଦେଢ଼ ମାସ ମଧ୍ୟରେ ରାଜ୍ୟରେ ୫୦ଟି ବେଆଇନ ବନ୍ଧୁକ ଜବତ କରାଯାଇଛି। ୬୦୧ ଜଣ ଦୁର୍ଦ୍ଦାନ୍ତ…

ପୋଲାଚି ଯୌନ ଶୋଷଣ ମାମଲା: ପୀଡ଼ିତାଙ୍କ ବିଷୟରେ ତଥ୍ୟ ପ୍ରଘଟ କରି ଅଡୁଆରେ ତାମିଲନାଡୁ ସରକାର

386 Viewsଚେନ୍ନାଇ: ପୋଲାଚି ଯୌନ ଶୋଷଣ ମାମଲାର ପୀଡ଼ିତାଙ୍କ ନାମ ପ୍ରଘଟ କରି ଅଡୁଆରେ ତାମିଲନାଡୁର ଗୃହ ବିଭାଗ। ମାର୍ଚ ୧୩ ତାରିଖରେ ତାମିଲନାଡୁ…

ରାୟଗଡ଼ାରେ ସେକ୍ସ ରାକେଟ୍‌; ରାଣୀ ମହୁମାଛି ଓ ଅନ୍ୟ ୬ ଗିରଫ

359 Viewsରାୟଗଡ଼ା: ସ୍ଥାନୀୟ ସାଇପ୍ରିୟା ନଗରସ୍ଥିତ ଗୋଟାଏ ଭଡ଼ା ଘରେ ଚଢ଼ଉ କରି ସେଠାରେ ଚାଲିଥିବା ସେକ୍‌ସ୍‌ ରାକେଟ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ : ପୁଞ୍ଜିଲାଲ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

391 Viewsକଟକ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରର ଜାମିନ ଆବେଦନର ଶୁଣାଣି…

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୋଲକାତା ଯାଉଥିବା ଧଉଳି ଏକ୍ସପ୍ରେସ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଶ୍ରୀ ଦାସଙ୍କ ସାନ ପୁଅର ଏକ ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଛି। ତେବେ ସେମାନଙ୍କ ଅନ୍ୟ ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବା ପୁଲିସ କହିଛି। ସମସ୍ତେ ଡକାୟତି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସିସିଟିଭି ଫୁଟେଜ୍ ସହିତ ସେମାନଙ୍କ ଚେହେରକୁ ମେଳ କରାଯାଇଥିଲା। ଏଥିରୁ ସେମାନେ ଡକାୟତି ଘଟଣାରେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ମଧ୍ୟାହ୍ନରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ଧଉଳି ଏକ୍ସପ୍ରେସ୍ ଭିତରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇ ଅନ୍ୟ ସହଯୋଗୀଙ୍କ ବିଷୟରେ ଜେରା କରାଯିବ ବୋଲି ପୁଲିସ କହିଛି।

374 Viewsପୁଣେ: କଥାବାର୍ତ୍ତା ନ କରି ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ଗୋଟାଏ ‘ସୋ’ ଦେଖିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ପତ୍ନୀଙ୍କୁ…

କାନନବିହାର ଫେଜ୍‌-୧ ଡକାୟତି ଘଟଣା, ଧଉଳି ଏକ୍ସପ୍ରେସ୍‌ରୁ ଧରାହେଲେ ୪

412 Viewsଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନଥିଲା। ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ, ଏବେ ବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିଯୋଜିତ ଅଛନ୍ତି ।

328 Viewsଚେନ୍ନାଇ: ତାମିଲନାଡୁର କୋୟମ୍ବଟୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ୪ଜଣ ଯୁବକଙ୍କ ପୂରା ରାଜ୍ୟର ୫୦ରୁ ଅଧିକ ମହିଳାଙ୍କୁ ଯୌନ…

ନିର୍ବାଚନ ବିଗୁଲ ବାଜିବା ପରେ ମାଲକାନିଗିରିରେ ପୁଣି ମାତିଲେ ମାଓବାଦୀ, ଜଣଙ୍କର ଗଳା କାଟି ହତ୍ୟା

218 Viewsମାଲକାନଗିରି: ବେଶ କିଛି ଦିନର ନିରବତା ପରେ ପୁଣି ମାଲକାନଗିରିରେ ମାତିଲେ ମାଓବାଦୀ। ଗତକାଲି ରାତିରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳା କାଟି…