Wed. Sep 16th, 2026

Automobile Industry

ମହାରାଷ୍ଟ୍ରରେ ଆଜି ଠାରୁ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ

324 Viewsମହାରାଷ୍ଟ୍ର ,ଡିସେମ୍ବର 22 : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ବ୍ରିଟେନ୍ ରେ ନୂଆ ରୁପରେ ସଂକ୍ରମଣରେ…

ବ୍ରିଟେନ ପୂର୍ବରୁ ଅନ୍ୟ ଦେଶରେ ମଧ୍ୟ ନୂଆ ଏକ ଷ୍ଟ୍ରେନ ଥାଇପାରେ ବୋଲି ଆଶା ପ୍ରକଟ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

263 Viewsନୂଆଦିଲ୍ଲୀ, ଡିସେମ୍ବର ୨୨ : କରୋନା ଭୂତାଣୁର ପରିବର୍ତ୍ତିତ ରୂପ ପ୍ରଥମେ ବ୍ରିଟେନରେ ସେପ୍ଟେମ୍ବରରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ ଗୋଟି ମୂର୍ତ୍ତି ଚୋରି

247 Viewsଭୁବନେଶ୍ୱର, ଡିସେମ୍ବର 22 : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷେଶ୍ୱର ମନ୍ଦିରରୁ ଏକ ବଡଧରଣର ଚୋରି ହୋଇଛି । ମନ୍ଦିରରୁ ୨୨ ଗୋଟି…

ଆମେରିକାରେ ମୋଦୀଙ୍କ ଜଲୱା , ମିଳିଲା ସର୍ବୋଚ୍ଚ ସମ୍ମାନ ‘ଲିଜିଅନ୍ ଅଫ୍ ମେରିଟ୍ ‘

263 Viewsଦିଲ୍ଲୀ,ଡିସେମ୍ବର 22 : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଲିଜିଅନ୍ ଅଫ୍ ମେରିଟ୍’ ସମ୍ମାନ ପ୍ରଦାନ କରିଛନ୍ତି। ଯାହା ଭାରତ…

ଲୋକଙ୍କ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ ନବୀନ

231 Viewsଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ପରୀ ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ

253 Viewsନୟାଗଡ଼ ,ଡିସେମ୍ବର 21 : ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ ।…

ଜାନୁଆରୀ ୨୬ରୁ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡର ମସଜିଦ ନିର୍ମାଣ କାର୍ଯ୍ୟ ଆରମ୍ଭ

349 Viewsଲକ୍ଷ୍ନୌ, ଡିସେମ୍ବର ୨୧ : ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡର ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଅଯୋଧ୍ୟା ଧାନିପୁରରେ ନିର୍ମାଣ ହେବାକୁ ଥିବା ମସଜିଦର…

ଆଜି ଆମରଣ ଅନଶନ କରିବେ ଚାଷୀ, ୨୭ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ବେଳେ ବଜାଇବେ ଥାଳି

298 Viewsନୂଆଦିଲ୍ଲୀ, ଡିସେମ୍ବର ୨୧ : କୃଷି ଆଇନ ବିରୋଧରେ ଚାଷୀମାନଙ୍କର ପ୍ରଦର୍ଶନ ୨୬ ଦିନରେ ଜାରି ରହିଛି । ପ୍ରଦର୍ଶନକାରୀମାନେ ଆଜିଠାରୁ ଆମରଣ…

ଜିଏସଟି ଠକେଇ ନେଇ ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

289 Viewsଓଡ଼ିଶା,ଡିସେମ୍ବର 21 : ଜିଏସଟି ଠକେଇ ନେଇ ରାଉରକେଲାର ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ…

ଜାନୁଆରୀରେ ଦେଶରେ ଆରମ୍ଭ ହେବ କୋଭିଡ୍-୧୯ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

286 Viewsଦିଲ୍ଲୀ,ଡିସେମ୍ବର 21 : ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦ୍ୱିତୀୟ…