Fri. Oct 2nd, 2026

AMF

ବୈଜୟନ୍ତ ବଦଳିଲେ କାହିଁକି? ବିେଜପିକୁ ଅସ୍ତବ୍ୟସ୍ତ କଲାଣି ଟ୍ବିଟ୍ ମାଡ଼

340 Viewsଭୁବନେଶ୍ବର, ଜାନୁଆରୀ ୧୬ : ବିେଜଡି ସହିତ ସଂପର୍କ ବିଗିଡିବା ପରଠାରୁ ବିେଜପିକୁ ବୈଜୟନ୍ତ ଯାଇପାରନ୍ତି େବାଲି ଚର୍ଚ୍ଚା େଜାର ଧରିଥିଲା। ହେଲେ…

ମା’ଙ୍କ ସହ ଅବୈଧ ସଂପର୍କ ଥିବା ଜାଣି ରାଗରେ ପ୍ରଥମେ ଶିକ୍ଷକଙ୍କୁ ହତ୍ୟା କଲା, ପରେ ବାଇକ୍‌ରେ ଘୋଷାଡ଼ି ନେଇ ମଶାଣିରେ ଫିଙ୍ଗିଲା ପୁଅ

297 Viewsଜିନ୍ଦ(ହରିୟାଣା), ଜାନୁଆରୀ ୧୬ : ହରିୟାଣାର ଜିନ୍ଦରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ଙ୍କ ସହ ନିଜର ଶିକ୍ଷକଙ୍କର ଅବୈଧ…

ଥାଇଲାଣ୍ଡ ଚାଲାଣ ପୂର୍ବରୁ ବଜ୍ରକାପ୍ତା ଜବତ, ୮ ଅଟକ

371 Viewsମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଟାଙ୍ଗୁରକୁଣ୍ଡା ଗାଁରୁ ବନବିଭାଗ ଏକ ବରଳ ବଜ୍ରକାପ୍ତା ଉଦ୍ଧାର କରିଛି।…

ପ୍ରେମ ସମ୍ପର୍କରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

264 Viewsମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବ୍ଲକ ଅନ୍ତର୍ଗତ ଖଦମଗୁଡ଼ା ଗାଁର ଜଣେ ଯୁବକଙ୍କୁ କେତେକ ଯୁବକ ପଥରରେ ଛେଚି…

ବିବାଦୀୟ ଗାଁ ପ୍ରତି କୋରାପୁଟ ପ୍ରଶାସନର ଗୁରୁତ୍ବ ନାହିଁ:ଅବହେଳା ପରେ ଲୋକେ ଆନ୍ଧ୍ର ମୁହାଁ

394 Viewsକୋରାପୁଟ, ଜାନୁଆରୀ ୧୬ : ଓଡ଼ିଶାରେ ଜମି କିଣାବିକା ହୋଇଥିଲା। କିନ୍ତୁ ପଟ୍ଟା ପାଇଁ ଆବେଦନ କରିବାରୁ ଦେବାକୁ ମନା କରିଦେଲା କୋରାପୁଟ…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଗିରଫ

392 Viewsବଡ଼ବିଲ, ଜାନୁଆରୀ ୧୬ : ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କଲେ। ନାବାଳିକା ଏବେ…