Sat. May 16th, 2026

AMF

ସମ୍ବଲପୁର ମେଡ଼ିକାଲରେ ଇଞ୍ଜେକ୍ସନ ଦେବା ଘଟଣା : ଜେଲ୍‌ ଗଲେ ନକଲି ନର୍ସ

268 Viewsସମ୍ବଲପୁର, ଜାନୁଆରୀ ୨୨ : ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍‌ ୱାର୍ଡରେ ପଶି ରୋଗୀଙ୍କୁ ଇଞ୍ଜେକ୍ସନ…

ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍‌ କର: ମୁଖ୍ୟମନ୍ତ୍ରୀ

243 Viewsଭୁବନେଶ୍ବର, ଜାନୁଆରୀ ୨୨ : କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ କାଳିଆ…

ସ୍ତ୍ରୀର ନିଷ୍ଠୁର ପ୍ରତିଶୋଧ : ସ୍ବାମୀ ‌ଯୌନାଙ୍ଗ କାଟିଦେଲା

243 Viewsତେନ୍ତୁଳିଖୁଣ୍ଟି/ନବରଙ୍ଗପୁର , ଜାନୁଆରୀ ୨୨ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ୟ…

ମହାବଳ ହତ୍ୟା ଘଟଣା : ପୁଣି କ୍ରାଇମବ୍ରାଞ୍ଚ୍‌ ଖୋଳତାଡ଼ ଆରମ୍ଭ

262 Viewsବରଗଡ଼ , ଜାନୁଆରୀ ୨୨ : ଗତ ନଭେମ୍ବର ମାସରେ ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା…

ମଶାଣିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଅଭିଯୁକ୍ତ ଅନାମ ପାଇଁ ଅପରେସନ୍‌

266 Viewsଅନୁଗୁଳ , ଜାନୁଆରୀ ୨୨ : ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗାଁ ମଶାଣି ଭୂଇଁରେ ଗତକାଲି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା : ୩ କୋଟି ୧୮ ଲକ୍ଷ ୭୮୭ଜଣ ଭୋଟର

242 Viewsଭୁବନେଶ୍ବର, ଜାନୁଆରୀ ୨୨ : ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ…

ରଣକ୍ଷେତ୍ର ପାଲଟିଲା ଲୋୟର୍ ପିଏମ୍‌ଜି

303 Viewsଭୁବନେଶ୍ବର, ଜାନୁଆରୀ ୨୨ : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଆ‌େନ୍ଦାଳନ ଆଜି ଅଭାବନୀୟ ସ୍ଥିତି ସୃଷ୍ଟି…

ଆଇଏସଆଇଏସ ଆଦର୍ଶରେ ଅନୁପ୍ରାଣିତ କରୁଥିବା ଦେଶର ସମସ୍ତ ମଦ୍ରାସା ବନ୍ଦ କରାଯାଉ: ଓ୍ଵକ୍ଫ ବୋଲର୍ଡ ଅଧ୍ୟକ୍ଷ

238 Viewsଲକ୍ଷ୍ନୌ, ଜାନୁଆରୀ ୨୨ : ମଦ୍ରାସାଗୁଡ଼ିକ ଆଇଏସଆଇଏସ ବିଚାରାଧାରର ପ୍ରଚାର କରୁଛନ୍ତି। ତେଣୁ ସମଗ୍ର ଦେଶରେ ଥିବା ସମସ୍ତ ମଦ୍ରାସାଗୁଡ଼ିକୁ ବନ୍ଦ କରାଯାଉ।…

ଇ-ଟେଣ୍ଡର ପାଇଁ ଓଡ଼ିଶାକୁ ପୁରସ୍କାର

241 Viewsଭୁବନେଶ୍ବର, ଜାନୁଆରୀ ୨୨ : ଇ-ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ େକ୍ଷତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ…